Home / ଆମ ଓଡ଼ିଶା / ବିଜେପି ବହିରା ମଣ୍ଡଳ ତରଫରୁ ସାହାଜପାଲ ଠାରେ ବିଜୟ ଉତ୍ସବ ପାଳିତ

ବିଜେପି ବହିରା ମଣ୍ଡଳ ତରଫରୁ ସାହାଜପାଲ ଠାରେ ବିଜୟ ଉତ୍ସବ ପାଳିତ

FB IMG 1777915256025 NtvOdia

ବୌଦ୍ଧ: ବୌଦ୍ଧ ଜିଲ୍ଲା ବିଜେପି ଦଳର ବହିରା ମଣ୍ଡଳ ସଭାପତି ଯୀଶୁ ପ୍ରଧାନଙ୍କ ନେତୃତ୍ବରେ ବିଜେପି ପାଳିଛି ବିଜୟ ଉତ୍ସବ । ପଶ୍ଚିମବଙ୍ଗ, ତ୍ରିପୁରା, ପଣ୍ଡିଚେରି ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରିପେକ୍ଷିରେ ସାହାଜପାଲ୍ ଠାରେ ବିଜୟ ଉତ୍ସବ ପାଳିଛନ୍ତି ବିଜେପି କର୍ମ କର୍ତ୍ତା । ମିଷ୍ଟlନ ବଣ୍ଟନ ସହ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ଝାଲ ମୁଢି, ବଣ୍ଟନର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ବାଘ, ମଣ୍ଡଳ ପ୍ରଭାରୀ ଦୀପିକା ନାଏକ, ମଣ୍ଡଳ ସାଧାରଣ ସଂପାଦକ ଶ୍ରୀକ୍ଷେତ୍ର ମହାକୁଡ଼, ଜିଲ୍ଲା ଉପସଭାପତି ବିପିନ ଦାସ, ଫୋଟ ସାହୁ, ଉଗ୍ରସେନ ପ୍ରଧାନ, ମଣ୍ଡଳ ଜିଲ୍ଲା ପ୍ରତିନିଧି ନରେଶ ପଧାନ, ସୁଧୀର ପଣ୍ଡା, ସୁନନ୍ଦ ବାଘ ସହ ଅନେକ କର୍ମୀ ସାହିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *