Home / ରାଜନୀତି / ବୌଦ୍ଧ ଜିଲ୍ଲା ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ବୌଦ୍ଧ ଜିଲ୍ଲା ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

WhatsApp Image 2026 01 17 at 8.01.40 PM NtvOdia

ବୌଦ୍ଧ: କଚେରୀ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇ ଯାଇଛି | ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ପୌର ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ନାବାର୍ଡ ଡିଜିଏମ ସତ୍ୟ ସ୍ୱରୁପ ବିଦାନ୍ତ ଯୋଗ ଦେଇଥିଲେ | ଜିଲ୍ଲା ପ୍ରାଣୀ ଚିକିତ୍ସl ଅଧିକାରୀ ଡାକ୍ତର ରାମାରାଓ ପାଲୋ, ଜିଲ୍ଲା ମତ୍ସ୍ଯ ଅଧିକାରୀ ଦ୍ରୌପଦୀ ମାଝୀ ନିଜ ନିଜ ବିଭାଗରେ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ | ଉକ୍ତ ଅବସରରେ ଜିଲ୍ଲାର ବହୁ ମତ୍ସ୍ଯ ଓ ପ୍ରାଣୀ ଚାଷୀ ମାନେ ଯୋଗ ଦେଇଥିଲେ ଓ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *