Home / ରାଜନୀତି / ଆସନ୍ତା 5 ତାରିଖରେ ରାଜ୍ୟ ବ୍ୟାପି ବିଜେଡି ପାଳିବ ବିଜୁ ପଟ୍ଟନାୟକ ଜୟନ୍ତୀ

ଆସନ୍ତା 5 ତାରିଖରେ ରାଜ୍ୟ ବ୍ୟାପି ବିଜେଡି ପାଳିବ ବିଜୁ ପଟ୍ଟନାୟକ ଜୟନ୍ତୀ

ChatGPT Image Jan 24 2026 09 53 52 PM NtvOdia

ଭୁବନେଶ୍ୱର: ବିଜେଡି ପକ୍ଷରୁ ଆସନ୍ତା 5 ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ|ଏହା ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ | ଏନେଇ ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି |ଏହି ସାମ୍ବାଦିକ ସମ୍ମିଳନୀରେ ଅଶୋକ ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବିଧାୟକ ଅନନ୍ତ ଜେନା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *