Home / ଆମ ଓଡ଼ିଶା / ମହାନଦୀରେ ବୁଡି ନାବାଳକଙ୍କ ମୃତ୍ୟୁ

ମହାନଦୀରେ ବୁଡି ନାବାଳକଙ୍କ ମୃତ୍ୟୁ

ChatGPT Image Mar 1 2026 07 51 04 PM NtvOdia

ବୌଦ୍ଧ: ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର । ମହାନଦୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତାଙ୍କ ନା ଆଦିତ୍ୟ ଭଞ୍ଜ ଏବଂ ଘର ସହର ର ସୁଦସାହି ବୋଲି ଜଣାପଡିଛି । ଆଜି ଦିନ ଗୋଟାଏ ସମୟରେ ସାଙ୍ଗମାନଙ୍କ ସହିତ କୁଲିପଡ଼ା ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ପାଣିରେ ବୁଡି ଯାଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କଲାପରେ ଅପରାହ୍ନ 4 ଘଣ୍ଟା ସମୟରେ ପିଲାଟିର ମୃତ ଦେହ ଉଦ୍ଧାର ହୋଇଛି ।

Tagged:

Leave a Reply

Your email address will not be published. Required fields are marked *