Home / ଆମ ଓଡ଼ିଶା / ବୌଦ୍ଧ ଜିଲ୍ଲାର ଜଣେ ଜଣାଶୁଣା ବରିଷ୍ଠ ଆଇନଜୀବୀ ଅଚ୍ୟୁତାନନ୍ଦ ମିଶ୍ରଙ୍କ ପରଲୋକ

ବୌଦ୍ଧ ଜିଲ୍ଲାର ଜଣେ ଜଣାଶୁଣା ବରିଷ୍ଠ ଆଇନଜୀବୀ ଅଚ୍ୟୁତାନନ୍ଦ ମିଶ୍ରଙ୍କ ପରଲୋକ

Screenshot 20260302 113308 NtvOdia

ବୌଦ୍ଧ: ଜିଲ୍ଲାର ଜଣେ ଜଣାଶୁଣା ବରିଷ୍ଠ ଆଇନଜୀବୀ ଅଚ୍ୟୁତାନନ୍ଦ ମିଶ୍ରଙ୍କ ପରଲୋକ ହୋଇଛି । ସେ ଦୀର୍ଘଦିନ ହେଲା କ୍ୟାନସର ରେ ପୀଡିତ ଥିବା ବେଳେ ଶ୍ରୀ ମିଶ୍ର ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ ସେଠାରେ ଆଜି ପ୍ରାୟ 10.30ମି ସମାଜରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ସ୍ବର୍ଗତ ମିଶ୍ର ବୌଦ୍ଧ ବିଭିନ୍ନ ଅନୁଷ୍ଠାନ ସହିତ ଯୋଡିତ ଥିବା ବେଳେ ବୌଦ୍ଧ କାପୋରେଟିବ ବ୍ୟାଙ୍କର ସଭାପତି, RCMS ର ସଭାପତି, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି, ବ୍ରାହ୍ମଣ ସମାଜର ସଭାପତି ଏବଂ ସେ ବୌଦ୍ଧ NACର କାଉନସିଲର ମଧ୍ୟ ଥିଲେ I ଖବର ସାମ୍ନାକୁ ଆସିଲା ପରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି I

Leave a Reply

Your email address will not be published. Required fields are marked *