Home / ଆମ ଓଡ଼ିଶା / ତଳଗାଁ ନୋଡାଲ ହାଇ ସ୍କୁଲରେ ବାର୍ଷିକ ଉତ୍ସବ

ତଳଗାଁ ନୋଡାଲ ହାଇ ସ୍କୁଲରେ ବାର୍ଷିକ ଉତ୍ସବ

WhatsApp Image 2026 01 21 at 7.50.57 PM NtvOdia

ହରଭଙ୍ଗl(କୁନା ବେହେରା): ବୌଦ୍ଧ ଜିଲ୍ଲା ହରଭଙ୍ଗl ବ୍ଲକ ତଳଗାଁ ନୋଡାଲ ହାଇସ୍କୁଲ୍ ରେ ୨୦୨୫/୨୬ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି I ସର୍ବ ପ୍ରଥମେ ଅତିଥି ମାନଙ୍କୁ ବିଦ୍ୟାଳୟରୁ ଖେଳ ପଡିଆ ପର୍ୟ୍ୟନ୍ତ ଛାତ୍ର ଛାତ୍ରୀ ବାଜା ବଜାଇ ପାଛୋଟି ଆଣି ଥିଲେ ତା ପରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥ ଙ୍କ ନିକଟର ଧୂପ ଦୀପ ଦେଇ ଛାତ୍ରୀ ମାନଂକ ଦ୍ଵାରା ସଙ୍ଗୀତ ବୋଲl ଯାଇଥିଲା l ତତ୍ ପରେ ମଞ୍ଚରେ ଏକ ସାଧାରଣ ସଭା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଜୟ କହଁର ଙ୍କ ସଭାପତିତ୍ବ ରେ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଲାଲ୍ ବାହାଦୁର ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା ମାଝୀ, ସମ୍ମାନୀତ ଅତିଥିଭାବେ ସରପଂଚ ଶ୍ରୀମତୀ ପ୍ରତିମା କଂହର , ପଞ୍ଚ ସଖା ଶିକ୍ଷା ସେତୁ ସଭାପତି ନିରଞ୍ଜନ ସାହୁ, ବରିଷ୍ଟ ସାମ୍ବାଦିକ କୁନା ବେହେରା ଙ୍କୁ ପୁଷ୍ପ ଗୁଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ତତ୍ ପରେ ପଡ଼ିଆରେ ମଶାଲ ଶୋଭାଯାତ୍ରା ଏବଂ କ୍ରୀଡ଼ାର ପତାକା ମୁଖ୍ୟ ଅତିଥି ଉତଳନ କରିଥଲେ ଏବଂ କ୍ରୀଡା ଶିକ୍ଷକ ଏବଂ ବିଧ୍ୟାଳୟର ଅନ୍ୟ ଶିକ୍ଷକ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ଏଥିରେ ଝିଅ ଏବଂ ପୁଅ ଲମ୍ବ ଦୌଡ,ଲମ୍ବଡିଆ, ହାଇଜମ୍ପ, ଲଙ୍ଗଜମ୍ପ, ପୁଚି, ଅଖl ଡିଆ, ଏବଂ ଅନ୍ୟାନ୍ୟ ଖେଳ ମଧ୍ୟ୍ୟ ଅନୁଷ୍ଟିତ ହୋଇ ଯାଇଥିଲା।

Leave a Reply

Your email address will not be published. Required fields are marked *