ବୌଦ୍ଧ: ହରଭଙ୍ଗା ସ୍ଥିତ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଓଡ଼ିଆ ଅଧ୍ୟାପକ ସୁଧାଂଶୁ ଚରଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ସମ୍...
ସୁବର୍ଣ୍ଣପୁର,(ରାମ ଶଙ୍କର ଭୋଇ): ସୁସାହିତ୍ୟିକ, ବକ୍ତା, କବି, ଲେଖକ ପରି ଜଣେ ସୃଜନଶୀଳ ବ୍ୟକ୍ତି ଡ଼ ନୃପରାଜ ସାହୁଙ୍କୁ ଜିଲ୍ଲାପାଳ ଭାବେ ପାଇ ସୁବର୍ଣ୍ଣପୁର ଜିଲ୍ଲାବାସୀ ବେଶ୍ ଉଲ୍ଲସିତ ହୋଇଥିଲେ। ଭାବିଥିଲେ, ସେ ନୂତନ ଆଭିମୁଖ୍ୟ ନେଇ ଜିଲ...
ବୌଦ୍ଧ: ପୁଣି ଜୋର ଧରିଛି ଏକ ପୁରୁଣା ଦାବୀ । ବାଘ ରେଳ ଷ୍ଟେସନ୍ ପାଇଁ ଚାଲିଛି ଜୋରଦାର ଲଢେ଼ଇ । ବୌଦ୍ଧ ବ୍ଳକ୍ ବାଉଁଶୁଣୀ ନିକଟସ୍ଥ ବାଘ ଅଞ୍ଚଳରେ ରେଳ ଷ୍ଟେସନ୍ ନିର୍ମାଣ ଦାବୀକୁ ନେଇ “ବାଘ ରେଳ ଷ୍ଟେସନ୍ ସଂଗ୍ରାମ ସମିତି”ର ସଦସ୍ୟମାନେ ଭୁବ...
ବୌଦ୍ଧ: ପୁଣି ଚର୍ଚ୍ଚାରେ ଯୁବ ସାମ୍ବାଦିକ ଶାଶ୍ଵତ ଦାଶ । କିଛି ଦିନ ପୂର୍ବରୁ ମନ୍ଦିରକୁ ଜମି ଦାନ କରି ଲୋକଙ୍କ ପ୍ରଶଂସା ସାଉଁଟି ଥିବା ବେଳେ ଏବେ ପୁଣି ନିଜର ମହାନତା ଦେଖାଇଛନ୍ତି । ହରଭଙ୍ଗା ବ୍ଲକ ସଦରମହକୁମା ଠିଡିକାଯୋରରେ ଅବସ୍ଥିତ ଶାଶ୍...
ସୁବର୍ଣ୍ଣପୁର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନାମାର ଅନୁପାଳନ ସୁବର୍ଣ୍ଣପୁର ଜିଲ୍ଲାରେ ହେଉନାହିଁ। ଓଡ଼ିଆରେ ସାଇନ୍ ବୋର୍ଡ ବା ଫଳକ ଲେଖିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ହେଲେ ସୁବର୍ଣ୍ଣପୁର ପୌରାଞ୍ଚଳରେ ତାହା ଦୃଷ୍ଟିଗୋଚର ହେଉନାହିଁ...
ବୌଦ୍ଧ: ବ୍ଲକ ଅଁଳାପାଲି ପଞ୍ଚାୟତ ହିଲୁଙ୍ଗ ଗ୍ରାମରେ ଗ୍ରାମବାସୀଙ୍କ ଦ୍ବାରା ନୂତନ ଭାବେ ନିର୍ମାଣ କରାଯାଇଥିବା ଲିଙ୍ଗେଶ୍ୱର ବାବା ଶିବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ବିଗ୍ରହ ସ୍ଥାପନ ପୂଜାବିଧି ରବିବାର ଉଦଯାପିତ ହୋଇଛି। ଏଅବସରରେ ରାମାୟଣ ...
ବୌଦ୍ଧ: ପୁଣି ବାଣ ବିସ୍ଫୋରଣ ରେ ଥରିଲା ପୁରୁଣାକଟକ ଅଞ୍ଚଳ। ଏଥର ବାଣ ବ୍ୟବସାୟୀଙ୍କ ଘରେ ବାଣ ବିସ୍ଫୋରଣ । ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟି ଙ୍କ ଘରେ ବିସ୍ଫୋରଣ । ଘର ପଛପଟରେ ଏକ ଘରେ ମହଜୁଦ ଥିବା ବାଣ ରେ ହଠାତ୍ ନିଆଁ ଲାଗି ବିସ୍ପୋରଣ ହ...
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରୟାଲ ପଡିଆଠାରେ ଅନୁଷ୍ଠିତ ହେଉଥିବା ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ବା ଉତ୍ସବ – ଇଙ୍କ୍ – ଫେଷ୍ଟ୍ – ୨୦୨୬ ଅବସରରେ “ମହାନଦୀ ଜଳ ପ୍ରଦୂଷଣ ଓ...
ବୌଦ୍ଧ: ଜିଲ୍ଲା ଚାରିଛକ – ଫୁଲବାଣୀ ରାସ୍ତା ର କଁହର ସାହି ନିକଟରେ କାର ସହିତ ଓଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଥାଉକି ଗେଟାମୁଣ୍ଡାରୁ ଚିତ ରଞ୍ଜନ ପ୍ରଧାନ, ଲଳିତ ଭୋଇ, ପ୍ରତାପ ପ୍ର...
ସୁବର୍ଣ୍ଣପୁର,(ରାମ ଶଙ୍କର ଭୋଇ): ବାସ୍ତବରେ ସୁବର୍ଣ୍ଣପୁର ଜିଲ୍ଲା ଏବଂ ମୋହନ ସରକାରକୁ ଅପଦସ୍ତ ବା ବଦନାମ କରୁଛି କିଏ? ଏମିତି ଏକ ପ୍ରଶ୍ନକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ନୁହଁ ତ ଆଉ କିଏ? ଭଳି ରୋଚକ ଉତ୍ତର ମଧ୍ୟ ଆଲୋଚ...













