ବୌଦ୍ଧ: ଜିଲ୍ଲା ଚାରିଛକ – ଫୁଲବାଣୀ ରାସ୍ତା ର କଁହର ସାହି ନିକଟରେ କାର ସହିତ ଓଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଥାଉକି ଗେଟାମୁଣ୍ଡାରୁ ଚିତ ରଞ୍ଜନ ପ୍ରଧାନ, ଲଳିତ ଭୋଇ, ପ୍ରତାପ ପ୍ରଧାନ, ଓଟୋ ଯୋଗେ ଚାରିଛକ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା! ଫଳରେ ଓଟୋ ରେ ବସିଥିବା ସମସ୍ତ ଯାତ୍ରୀ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ! ଏପଟେ ଖବର ପାଇ ଚାରିଛକ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଁଚି ଉଦ୍ଧାର କରି ସମସ୍ତ ଗୁରୁତର ଙ୍କୁ ପୁରୁଣାକଟକ ମେଡିକାଲ ରେ ଭର୍ତି କରିଥିଲେ । ଅନ୍ୟପଟେ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
କାର ସହିତ ଓଟୋ ମୁହାଁମୁହିଁ ଧକ୍କା, ତିନି ଜଣ ଗୁରୁତର
By NtvOdia
No Comments
February 20, 2026

Tagged:Accident News Today
Previous Article
Next Article

ସମ୍ମାନ କ୍ଷୁର୍ଣ୍ଣକାରୀ ମୁଦ୍ରାରେ ଜିଲ୍ଲା ପ୍ରଶାସନ
କିଶୋର ନ୍ୟାୟ ଅଧିନିୟମ ଉଲଂଘନ ହେଉଛି – ସାମାଜିକ କର୍ମୀ ଘାସିରାମ ପଣ୍ଡା

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ଶରତ ମହାପାତ୍ର ହେଲେ “ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ”ର ସୁବର୍ଣ୍ଣପୁର ଜିଲ୍ଲା ସ ...
March 15, 2026
ମହୁଲ ଫୁଲର ଅଭାବ ବିକ୍ରୀ ଶୋଷଣର ଶିକାର ହେଉଛନ୍ତି ଗରିବ ଚାଷୀ
March 15, 2026



