Home / ରାଜନୀତି / ରାଜ୍ୟସଭା ନିର୍ବାଚନ: ବିଜେଡି ପକ୍ଷରୁ ୨ ଜଣ ପ୍ରାର୍ଥୀ ନାଁ ଘୋଷଣା

ରାଜ୍ୟସଭା ନିର୍ବାଚନ: ବିଜେଡି ପକ୍ଷରୁ ୨ ଜଣ ପ୍ରାର୍ଥୀ ନାଁ ଘୋଷଣା

ChatGPT Image Feb 28 2026 05 29 41 PM NtvOdia

ଭୁବନେଶ୍ୱର: ମାର୍ଚ୍ଚ ୧୬ତାରିଖରେ ହେବାକୁଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ପରଠୁ ରାଜ୍ୟ ରାଜନୀତି ସରଗରମ ରହିଥିଲା । ଏନେଇ ଆଜି ବିଜେଡି ଦଳ ପକ୍ଷରୁ ୨ ଜଣ ପ୍ରାର୍ଥୀ ନାଁ ଘୋଷଣା କରିଛି । ସେମାନେ ହେଲେ ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତା। ଉଭୟଙ୍କ ଉପସ୍ଥିତିରେ ବିଜେଡି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଡ. ସଂତ୍ରୁପ୍ତ ମିଶ୍ର ୩ତୃତୀୟ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରାଯାଇଛି ।

Tagged:

Leave a Reply

Your email address will not be published. Required fields are marked *